Sunday, September 10, 2017

●●●●●ସୁସୁକାଳି●●●●●

ଗୋଟିଏ ଶୁଆ ଆଉ ତା'ର ମାଲିକ
ଉଡା଼ଜାହାଜରେ ଯାତ୍ରା କରୁଥିଲେ

ଏୟାର୍ ହୋଷ୍ଟେଜ୍ ସେପାଖ ଦେଇଗଲାରୁ
ରସିକିଆ ଶୁଆଟା ସୁସୁକାଳି ବଜାଇଦେଲା ଯେ
ସେ ତା ଆଡ଼କୁ ଚାହିଁ ହସିଦେଲା....

ଶୁଆକୁ ଦେଖି ତା ମାଲିକ ଭାବିଲା ମୁଁ ଥରେ ଟ୍ରାଇ୍ କରେ ଦେଖିଆ କଣ୍ ହେଉଛି....

ସେ ବି ଏୟରହୋଷ୍ଟେଜ୍ କୁ ଦେଖି ସିଟିବଜେଇଲା....

ଏୟରହୋଷ୍ଟେଜ୍ କୁ ରାଗ ମାଡି଼ଲା
ସେ ଯାଇ ପାଇଲଟ୍ କୁ ଏସବୁ ଘଟଣା କହିଲା...

ପାଇଲଟ୍ ଜଣକ ସେ ଏୟରହୋଷ୍ଟେଜ୍ କୁ ଭଲ ପାଉଥିଲା ସେ ଏକଥା ଜାଣିଲା ପରେ ରାଗିକି ପାଚିଗଲା....

ସେ ଯାଇ
ଶୁଆ ର ମାଲିକକୁ କହିଲା ଆଉ କିଛି ସମୟ ଅପେକ୍ଷା କର
ତୋତେ ଆଉ ତୋ ଶୁଆକୁ ସାହାରା ମରୁଭୂମିର ଠିକ୍ ମଝିରେ ଉପରୁ ଫିଙ୍ଗି ଦେବି....

ପାଇଲଟ୍ ଟା ରାଗ ତମତମ ହୋଇ ଚାଲିଗଲାରୁ
ଶୁଆଟା ତା' ମାଲିକକୁ ପଚାରୁଛି
“ଉଡିବା ଜଣା ଅଛି ?”
ମାଲିକ କହୁଛି “ନାହିଁ” !

ଶୁଆ:-ତାହେଲେ ତୋ ମାଆକୁ କନ୍ଦେଇବାକୁ ସିଟି ବଜାଉଥିଲୁ ବାଳୁଙ୍ଗା
😂😂😂😂😂

ଶିକ୍ଷା:- ଆଉ ଜଣକୁ ଦେଖି ତା' ଭଳି ନକଲ କରିବା ଅନୁଚିତ ! ଜଣେ କୂଅକୁ ଡେଇଁପଡିଲା ବୋଲି ତା ଦେଖାଦେଖି କୂଅକୁ ଡେଇଁବା ବୁଦ୍ଧିମାନୀ ନୁହେଁ ହନୁକରଣ.....

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...