Thursday, September 14, 2017

ସାରେ ଯାହାଁ ସେ ଅଛା ଗୀତ ଗାଇ ଗର୍ବିତ ହେଉଛନ୍ତି କି ?

“ସାରେ ଯାହାଁ ସେ ଆଛା ହିନ୍ଦୋସ୍ତା ହମାରା”

ଏ ଗୀତ କୁ ଗାଇ ଗର୍ବିତ ହେଉଛନ୍ତି କି ?
ଜାଣିଛନ୍ତି ଏ ଗୀତର ରଚୟିତା କିଏ ?
ଜାଣିଛନ୍ତି ସେ ହିଁ 1947 ଭାରତ ବିଭାଜନର ଆଦ୍ୟ  ଚିନ୍ତାନାୟକ ?

“सर मुहम्मद इक़बाल”

ହଁ ଏହି ମହାନ ଗୀତର ଏ ମହାନ କବି
1938 ଯାଏଁ ବଞ୍ଚିଥିଲେ .....
ହେଲେ ମରିବା ଆଗରୁ ପାକିସ୍ତାନ ନାମକ ବିଷବୃକ୍ଷର ମଞ୍ଜି ପୋତି ଦେଇଗଲେ.......

ଭାରତ ବିଭାଜନ ତଥା ପାକିସ୍ତାନ ନାମକ ନବ ଦେଶର ପରିକଳ୍ପନା ସର୍ବପ୍ରଥମେ ଏହି ମହାନ ବ୍ୟକ୍ତିଙ୍କ ମୁଣ୍ଡକୁ ଜୁଟିଥିଲା ....

1930ରେ मुहम्मद इक़बाल ଙ୍କ ନେତୃତ୍ୱରେ
ମୁସ୍ଲିମ୍ ଲିଗ୍ ସର୍ବପ୍ରଥମେ ଭାରତବିଭାଜନ
ମତ ଉପସ୍ଥାପନ କରିଥିଲା ।

ଦେଶଭକ୍ତ ମାନସିକତା ସମ୍ପନ୍ନ ମହମ୍ମଦ ଅଲ୍ଲୀ ଜିନ୍ନା ଯେତେବେଳେ ସ୍ତ୍ରୀ,କନ୍ୟା ବିୟୋଗରେ ଏକାକୀ ହୋଇପଡିଥିଲେ
ଏହି ମହାନ ଲେଖକ ତାଙ୍କ ମୁଣ୍ଡକୁ ବିଗାଡି ଭାରତକୁ ଲିୟାକତ୍ ଅଲିଙ୍କ ହାତରେ ଡକେଇ ପଠେଈଲେ  ।
ଭାରତ ଆସିଲା ପରେ ମଧ୍ଯ ଜିନ୍ନା ଭାରତ ବିଭାଜନ ବିରୋଧରେ ମତ ଦେଉଥିଲେ ...
କିନ୍ତୁ ଏଭଳି ବିଚ୍ଛିନ୍ନବାଦୀଙ୍କ ସହ ଉଠାବସା ଯୋଗୁଁ
ସଙ୍ଗ ଦୋଷ ହେତୁ ଜିନ୍ନା ଶେଷରେ
ସେମାନଙ୍କର ହାତକଣ୍ଢେଇ ହୋଇ ନାଚିବାକୁ ଲାଗିଲେ....

ଆଜି ଏହି ମହାପୁରୁଷ मुहम्मद इक़बाल 
ପାକିସ୍ତାନର ରାଷ୍ଟକବି ....
ଏ ମହାନ କବି ମରିବା ଆଗରୁ
ଏହିପରି ଆଉ ଏକ ଗୀତ ଲେଖିଯାଇଛନ୍ତି

“ସାରେ ଯାହାଁ ସେ ଆଛା ପାକିସ୍ତାନ ହମାରା”

ଆଉ ଗର୍ବ କରିବେ ?

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...