Friday, September 1, 2017

★ଅଚ୍ୟୁତାନନ୍ଦ ଦାସ ଗୀତିକବିତା-୫★

ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳା ସ୍ଥାନ
ନିର୍ବାତ ମନ୍ଦିରରେ ବିଜୟ ଭଗବାନ ହେ ।

ନିତ୍ୟ ନିରଗୁଣ ସେ ପରମ ପାଶେ ଯାଇ
ଶୁକଳ ବର୍ଣ୍ଣ ସ୍ବରୂପେ ଜ୍ୟୋତି ବିରାଜଇ ।

ଏକଇ ଚରଣେ ଉଭା ଅନ୍ତରୀକ୍ଷ ରୂପୀ
ଚରଣେ ଅମୃତ କ୍ଷରୀ ଅମୃତରେ ବ୍ୟାପୀ ହେ ।

ସତ୍ବ ରଜ ତମ ତିନି ପାଦରୁ ଉଦିତ
ସେ ପାଦ ସେବଇ ଦୀନ ପାମର  ଅଚ୍ୟୁତ ହେ ।

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...