Wednesday, March 1, 2017

ସହ୍ଯ କରିବ କାହିଁକି

ତୁମ ଗ୍ରାମବାସୀ
ଭାଙ୍ଗିଦ୍ଯନ୍ତି ଯଦି ତୁମ୍ଭ ଘର ଆସି  !

ତୁମ୍ଭେ କରି ନଥିଲ
ତାଙ୍କ ସହ କଳିଗୋଳ କିଛି ।

ତାଙ୍କ ମନେ ଥିଲା କିନ୍ତୁ
ତୁମ୍ଭ ପ୍ରତି ଇର୍ଷା ବେଶି ।

ଘର ଆଖପାଖେ
ଯେଉଁ ରୁହନ୍ତି ପଡୋଶୀ
ତୁମ୍ଭ ଅହିତ ଚେଷ୍ଟା
ଯଦି କରିଥିଲେ କରନ୍ତି ।

ଦୋଷ ଦେବନି,
ମୁଁହ ଖୋଲିବନି
ଏକଥା ଭାଇ ହେ
କହୁଛ କେମିତି ?

ଅପରାଧୀ ନୁହେଁ
ସେ ବଡ ଦୋଷୀ
ସବୁ ଅତ୍ଯାଚାର ସହେ
ଯେ ମୁଣ୍ଡ ପାତି

ଉଠ ଉଠ ଜାତି ନିନ୍ଦା
ନ ସହ୍ଯ ଆଉ କର

ଯେ କରେ
ତୁମ୍ଭ ଦେଶ ଅପମାନ
ତାର ମୁଣ୍ଡ କାଟ କର

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...