Saturday, May 26, 2018

ଆମ ସୌରଜଗତର ଵୈଚିତ୍ରତା

1.ସୂର୍ଯ୍ୟ  ଚନ୍ଦ୍ର ଠାରୁ 400 ଗୁଣ ବଡ଼ କିନ୍ତୁ ଚନ୍ଦ୍ର ଆପେକ୍ଷା ପୃଥିବୀ ଠାରୁ 400 ଗୁଣ ଅଧିକ ଦୂରରେ ଥିବାରୁ ଚନ୍ଦ୍ର ଓ ସୂର୍ଯ୍ୟ ଏକ ଆକାର ଵିଶିଷ୍ଟ ଜଣାପଡ଼ନ୍ତି ।

2. ବୃହସ୍ପତି ର ଗୋଟିଏ ଦିନ ପୃଥିବୀର ଗୋଟାଏ ଵର୍ଷ ଠାରୁ ମଧ୍ୟ ବଡ଼

3. ଯଦି ଆପଣ ଚନ୍ଦ୍ର ପୃଷ୍ଠରେ ଅଵତରଣ କରି ସେଠାରେ ଆପଣଙ୍କ ପାଦ ପଟାଅନ୍ତି ତେବେ ଆପଣଙ୍କର ପାଦ ଚିହ୍ନ ସେଠି ବହୁତ ଵର୍ଷ ଯାଏଁ ରହିଯିବ ,ଲିଭିବ ନାହିଁ ।

4. ସୂର୍ଯ୍ୟ ଠାରୁ ପୃଥିବୀକୁ ମିଳୁଥିବା ଆଲୋକର
ବିଲିୟନ ଭାଗର ଏକ ଭାଗରୁ ମାତ୍ର ଅଧାଭାଗ ହିଁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରେ



No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...