ଜଣେ ବାବୁ ଏକ କମ୍ପାନୀ ର ମାଲିକ କୁ ପଚାରିଲେ 
କିହୋ 
ଦେଖୁଛି ତୁମ କମ୍ପାନୀର କର୍ମଚାରୀ ମାନେ 
ପୁରାପୁରି ସମାନୁଵର୍ତ୍ତୀ ହୋଇଯାଇଛନ୍ତି ! 
କଥା କ’ଣ ବନ୍ଧୁ ! ଆର ଗୁମର କିୟଣ କି ? 
ମାଲିକ ବନ୍ଧୁ କହିଲେ 
“ସାଙ୍ଗ ! ଏଟା ଏତେ ଜଟିଳ କଥାଟେ ନୁହେଁ ଵା ! 
ଏ କମ୍ପାନୀ ରେ  ମୋଟ 40 ଲୋକ ଅଛନ୍ତି । ମୁଁ ମାତ୍ର 30 ଟା ଗାଡ଼ି ପାଇଁ ଫ୍ରୀ ପାର୍କିଙ୍ଗ ଵ୍ୟଵସ୍ଥା କରିଛି ଆଉ ବାକି ଯିଏ ପଛରେ ଆଇଲା 
ତାକୁ ଟ ୧୦୦ ଙ୍କା ଅର୍ଥଦଣ୍ଡ ଦେବାକୁ ହୋଇଥାଏ । ଏଣୁ ୧୦୦ ଟଙ୍କା ବଞ୍ଚେଇବାକୁ 
ସମସ୍ତେ ଆଗତୁରା ଆସିବାକୁ ଚେଷ୍ଟା କରନ୍ତି !” 
 
No comments:
Post a Comment