●ଅସଲା→ଅସରପା,କବାଟକଣିଆ(ପୁରୀ,ମଧ୍ୟ ଓଡ଼ିଶା),ଜୁର୍ଲା-ଝୁର୍ଲା(ପଶ୍ଚିମ ଓଡିଶା),ପେରପେରିଆ(ଢେଙ୍କାନାଳ)
●ଆଞ୍ଚି→ଘୋଡା଼ର ଡାକ 
●ଏକଇରବଳା→ତେନ୍ତୁଳିଆ ବିଛା 
●ଏଣ୍ଡା→ଏଣ୍ଡୁଅ 
●କାଣ୍ଡରାଜ→ଡାଳୁଆ ଗୋଖର(ଢେଙ୍କାନାଳ)-ଵୃକ୍ଷ ରେ ରହୁଥିବା ସବୁଜରଙ୍ଗର ସର୍ପ ଵିଶେଷ 
●କୁମୁଟିକାଉ→କୁମ୍ଭାଟୁଆ 
●ଖୁଦର→ଠେକୁଆ 
●ଗାଲି→କୁକୁଡ଼ା ଗାଲି,କୁକୁଡ଼ା ଯୁଦ୍ଧ 
●ଗେଣ୍ଡୁମଳା→ତେଲୁଣିପୋକ 
●ଚେଣ୍ଡା→ଦାମୁରୀ-ଅଣ୍ଡିରା ମହିଷ
●ଜଙ୍ଘିଭାଲୁ→ଗାତଭାଲୁ 
●ଜିରାଳି→ଚୁନା ମାଛ 
●ତମ୍ପି→ଗାଈଟିମ୍ଵିରୀ,ବିରୁଡି ପତଙ୍ଗ 
●ତଳିୟାରୀ→ଵାରାହ୍ 
●ଧୂସା→ବଡ଼ ମୂଷା 
●ନଳାପୋକ→ତେଲୁଣି ପୋକ
●ନାକା→ଵିଲୁଆ(କୁହ୍ଲିଆ-ପଶ୍ଚିମ ଓଡ଼ିଶାରେ ସମ ଅର୍ଥ ରେ ଚଳେ ଏହାର ମୂଳ ଆଷ୍ଟ୍ରୋଏସିଆଟିକ୍ ଭାଷା) 
●ନେପୁର→ଗୁଣ୍ଡୁଚି ମୂଷା 
●ପାଟଭୁଆସୁଣି→ପାଟପୋକ(ଢେଙ୍କାନାଳରେ ଚାକୁଣ୍ଡା ପତର ଖାଉଥିବା ଏକ ପ୍ରକାରର ଗୁଞ୍ଜର ପୋକକୁ ପାଟପୋକ କୁହାଯାଏ ଯେହେତୁ ଗୁଞ୍ଜର ଙ୍କ ମଧ୍ୟରେ ଏମାନେ ଆକାର ଓ ଗୁଣରେ ଶ୍ରେଷ୍ଠ କିନ୍ତୁ ଦକ୍ଷିଣ ଓଡ଼ିଶାରେ ସାଧାରଣତଃ ସାଧଵଵୋହୂ ପୋକକୁ ପାଟପୋକ କୁହାଯାଏ । ପୋକଙ୍କ ମଧ୍ୟରେ ସାଧଵଵୋହୂ ଅତି ସୁନ୍ଦର ଓ କ୍ଷତିକାରକ ନୁହେଁ ବୋଲି ବୋଧହୁଏ ଏ ପୋକକୁ ଏଭଳି ଏକ ମାନଵର୍ଦ୍ଧନକାରୀ ନାଆଁ ମିଳିଅଛି) 
●ପାପକାରିଆ→ବୁଲା ବଳଦ(କିମ୍ଵା ବୁଲାଷଣ୍ଢ)
●ବାତୁ→ହଂସ 
●ବୋରିଆ→ପୋହଳା ମାଛ 
●ଭମା→ଧାନକୀଟ 
●ଭୈରା→ତୋଡି଼ ମାଛ 
●ରୁପୁ→ଶୁଆ ଵା ଶୁକ 
●
Tuesday, May 15, 2018
ଦକ୍ଷିଣ ଓଡିଶାର-ଦେଶିଆ ଓଡ଼ିଆ ର ଶବ୍ଦ ୧
Subscribe to:
Post Comments (Atom)
•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...
- 
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
 - 
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
 - 
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
 
No comments:
Post a Comment