Tuesday, May 29, 2018

●ଲାଓଜୁନ୍ ପର୍ଵତ ●

ପୃଥିବୀର ସବୁଠାରୁ ଵିପଦଜନକ କ୍ୟାମ୍ପସାଇଟ ଲାଉଜୁନ୍ ପର୍ଵତ(The Laojun Mountain) ରେ ଏଵଂ ଏହା ଯେକୌଣସି କଠୋର ହୃଦୟ ବ୍ୟକ୍ତି କୁ ମଧ୍ଯ ଭୟଭୀତ କରିପାରେ ।

ଲାଉଜୁନ୍ ପର୍ଵତ ଚୀନର ହାନାନ୍ ଅଞ୍ଚଳରେ ଅଵସ୍ଥିତ । ଏଠାରେ ଗ୍ରୀଷ୍ମକାଳୀନ କ୍ୟାମ୍ପିଙ୍ଗ ହୋଇଥାଏ । ଆଜିକାଲି ଏହି କ୍ୟାମ୍ପିଙ୍ଗ ଇଭେଣ୍ଟ ଏକ ସ୍ଥାନୀୟ ପର୍ଵତର ଅଙ୍ଗ ଵିଶେଷ ହୋଇସାରିଛି କିନ୍ତୁ ଏହା  ଏତେ ସହଜ ମଧ୍ଯ ନୁହେଁ ।

3,300 ଫୁଟ୍ ଉଚ୍ଚ ଏବଂ 6 ଫୁଟ୍ ଚଉଡା଼ ପଥମଧ୍ୟରେ ଚାଲିବାକୁ ହୋଇଥାଏ ଯହିଁ ରେ ବେଳେ ବେଳେ ସର୍ପ ଦଂଶନର ମଧ୍ଯ ଭୟ ଥାଏ ।

ଏହି  ପାଥଵେ ପାଖାପାଖି 6,562 ଫୁଟ୍ ଲମ୍ଵା ଏବଂ ଅନେକ ରଙ୍ଗ ବେରଙ୍ଗ ଟେଣ୍ଟ ଦ୍ଵାରା ସଜ୍ଜିତ ହୋଇ ରହିଥାଏ

ଏହି ଲାଓଜୁନ୍ ପର୍ବତ ଲୁଓୟାଙ୍ଗ ଲଓୟାଙ୍ଗ ସହର ଠାରୁ ଦୁଇ କିମି ଦୂରରେ ଅଵସ୍ଥିତ

ଏହି କ୍ୟାମ୍ପିଙ୍ଗ ଆୟୋଜନ ରୁ ମିଳୁଥିବା ଟଙ୍କା ରୁ ଆହୁରି ଅନେକ ଲୋକଙ୍କୁ କ୍ୟାମ୍ପିଙ୍ଗ ପାଇଁ ଉତ୍ସାହିତ କରାଯିବା ହେତୁ ଵିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ


ଆଉ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ଵିଷୟରେ ନକହିଲେ ତ  ଏ କଥା ଅସମ୍ପୂର୍ଣ୍ଣ ରହିଯିବ

ଏଠାରେ ଟ୍ରାକିଙ୍ଗ ରେ କେହି ଵି ଭାଗ ନେଇପାରିବେ ।ଏମିତି କି ଗୋଟାଏ ଛୋଟଦଳର ସଦସ୍ୟ ମାନେ ଵି ଉଚ୍ଚ ଶିଖର ଯାଏ ପହଞ୍ଚି ପାରିବାର ଅନେକ ଉଦାହରଣ ରହିଛି

aboutଏଠାରେ ଉଚ୍ଚତମ ଶିଖରର ଉଚ୍ଚତା ପ୍ରାୟ 7,273 ଫୁଟ୍ ଉଚ୍ଚ । ଏହାକୁ theThe Golden Pavillion କୁହାଯାଏ ଯାହାକି ତାଓଧର୍ମୀ ସାଧୁଙ୍କର ପଵିତ୍ର ପିଠ ମଧ୍ୟରେ ଅନ୍ୟତମ ।

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...