ଶୁଣିବାକୁ ମିଳିଛି ମୋଦୀ ଯଦି 2019 ନିର୍ଵାଚନ ଜିତିଲେ
ଚନ୍ଦ୍ରାୟନ ମିଶନରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଯୋଜନା କରିଅଛନ୍ତି । 
ଏମନ୍ତ ହେଲେ ସେ ହୋଇଯିବେ ପୃଥିବୀର ପ୍ରଥମ ରାଜନେତା ଯେ ପୃଥିବୀ ଭିନ୍ନ କୌଣସି ଗ୍ରହରେ ପ୍ରଦାର୍ପଣ କରିବେ । ସର୍ଵଦା ରେକର୍ଡ ପାଇଁ ଜଣାଶୁଣା ମୋଦୀ ଏଥିପାଇଁ ଖୁବ୍ ପରିଶ୍ରମ କରୁଥିବା ଗୁପ୍ତ ସୂତ୍ରରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ ମୋଦି ଚନ୍ଦ୍ର ପୃଷ୍ଠରେ ଅଵତରଣ କଲା ପରେ ସେଠାରୁ ସାରା ଵିଶ୍ଵକୁ 
ହିନ୍ଦୀଭାଷାରେ ସମ୍ବୋଧିତ ମଧ୍ଯ କରିବେ । ଏ ଵିଷୟରେ ଆମ ପ୍ରତିନିଧି ଶ୍ରୀ ମୋଦିଙ୍କୁ ପଚାରିଲାରୁ ସେ କହିଲେ 
“ଛୋଟବେଳେ ମୋର ବହୁତ ଇଚ୍ଛା ଥିଲା ଯେ ମୁଁ କେମିତି ଜହ୍ନମାମୁଁ ପାଖକୁ ଯିବି ଆଉ ସେ ଯୋଉ ବଡ଼ ଠେକୁଆ ଟା ଦିଶୁଚି ତାକୁ ଧରିବି ହେଲେ ନେହେରୁ ଯୋଗୁଁ ସେ ଇଛା ପୂରଣ ସକାଶେ ଏତେଦିନ ଲାଗିଗଲା” 
😂😂😁😝😜😛😝😝
Friday, May 25, 2018
ମୋଦିଙ୍କ ଚନ୍ଦ୍ର ଯାତ୍ରା
Subscribe to:
Post Comments (Atom)
•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...
- 
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
 - 
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
 - 
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
 
No comments:
Post a Comment