"ଓଡ଼ିଆରେ ଓଡି଼ଆର କିଛି କଥା କିଛି ବ୍ଯଥା"
ପାଠକ ସେ ଆଜି ଵିଦେଶୀ ଭାଷାର ଏଣେ ଲୁପ୍ତ ହେଵାକୁ ବସିଛି ମାତୃଭାଷା ତାର ।
ଲେଖିବାକୁ ଲାଜ ଓଡିଆରେ ପୁଣି ଇଂରାଜୀ ରେ ଲେଖେ ତାକୁ ପଣ୍ଡିତରେ ଗଣି ।
କହିବାକୁ ଲାଜ ଓଡିଆ ନିଜକୁ ଆ ଠାରୁ ବଡ଼ ମୂର୍ଖ କେବେ ଦେଖିଛ କାହାକୁ ?
No comments:
Post a Comment