Tuesday, July 3, 2018

■ଘୋ ଘୋ ରାନୀ■

ଘୋ ଘୋ ରାନୀ,
ପାଦେ ପାଦେ ପାନି ।
ଘୋ ଘୋ ରାନୀ,
ଆଁଠେ ଆଁଠେ ପାନି ।
ଘୋ ଘୋ ରାନୀ,
ଜଂଘେ ଜଂଘେ ପାନି ।
ଘୋ ଘୋ ରାନୀ,
ଅଁଟେ ଅଁଟେ ପାନି ।
ଘୋ ଘୋ ରାନୀ,
ଛାତେ ଛାତେ ପାନି ।
ଘୋ ଘୋ ରାନୀ,
ବେଁକେ ବେଁକେ ପାନି ।
ଘୋ ଘୋ ରାନୀ,
ତୁଁଡେ଼ ତୁଁଡେ଼ ପାନି ।
ଘୋ ଘୋ ରାନୀ,
ମୁଁଡେ ମୁଁଡେ ପାନି ।

ସମ୍ଵଲପୁରୀ ଶିଶୁଗୀତ ସଂଗ୍ରହ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...