Thursday, July 19, 2018

ସାଙ୍ଗିଆ

ନାରୀଵାଦୀ ଆନ୍ଦୋଳନକାରୀ
ରାଜରାସ୍ତାକୁ ଓହ୍ଲେଇ ଆସି
ନାରା ଦେଉଥାନ୍ତି

“ବନ୍ଦ କର.........   
ବନ୍ଦ କର..........
ବାହାଘର ପରେ
ଝିଅ ମାନଙ୍କ ସାଙ୍ଗିଆ
ବଦଳେଇବା ବନ୍ଦ କର  !”

ରାମୁଆଭଣ୍ଡାରୀକୁ କଥାଟା ଆଦୌ ବୁଝାପଡିଲାନି ...
ସେ ଗୋଟାଏ ଆନ୍ଦୋଳନକାରୀକୁ
ପାଖକୁ ଡାକି ପଚାରିଲା
ହଇରେ ବାପ ! ଝିଅ ପିଲାଙ୍କ ନାଆଁ ବଦଳିଲେ ତାଙ୍କୁ ଅସୁବିଧା ହେବ
ତମର କିୟଣ ଅସୁବିଧା ହେଉଚି କିରେ ?

ଆନ୍ଦୋଳନକାରୀ ଯୁବକ କହିଲା ନାଇଁମ ମଉସା

“ସ୍କୁଲବେଳେ ସାଙ୍ଗ ହେଇ ପଢ଼ୁଥିବା ଝିଅ ମାନଙ୍କୁ ଫେସବୁକରେ ଖୋଜିବାକୁ ବହୁତ ଅସୁବିଧା ହଉଛି । ସେଇଥିପାଇଁ ଆନ୍ଦୋଳନ ରେ ଭାଗ ନେଇଚି ନା ଆଉ !”
😀😀😀

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...