My Blog List

Wednesday, August 15, 2018

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ
ସ୍ଵୟଂପ୍ରଭା ସମୁଜ୍ଜ୍ଵଳା ସ୍ଵାଧୀନତା ମାଗୁଅଛି ।।

ଅମର୍ତ୍ତ୍ୟ ବୀର ପୁତ୍ର ଦୃଢ ପ୍ରତିଜ୍ଞ ବିଚାର ଧର
ବଢି ଚାଲ ବଢି ଚାଲ ପ୍ରଶସ୍ତ ପୁଣ୍ୟ ପଥ ର ।।

ଅସଂଖ୍ୟ କୀର୍ତ୍ତି-ରଶ୍ମିର ଵିକୀର୍ଣ୍ଣ ଦିଵ୍ୟ ଦେହରେ
ସୁପୁତ୍ର ମାତୃଭୂମିର ଶୂର ସହସୀ ବଢିଚାଲରେ ।।

ଆରତ ସୈନ୍ୟ ସିନ୍ଧୁରେ ସୁବାଡ଼ଵାଗ୍ନିରେ ଜଳ
ପ୍ରଵୀର ହୁଅ ଵିଜୟୀ ହୁଅ ବଢିଚାଲ ବଢିଚାଲ ।।

©ଜୟଶଙ୍କର ପ୍ରସାଦ(ହିନ୍ଦୀ)

No comments:

Post a Comment