My Blog List

Thursday, August 16, 2018

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ,

ଦିଏ ଵିଦ୍ୟାର ଅମର ଦାନ,

ମୁଁ ଦେଖେଇଛି ମୁକ୍ତିମାର୍ଗ

ମୁଁ ହିଁ ଶିଖେଇଛି ବ୍ରହ୍ମଜ୍ଞାନ ।

ମୋର ଵେଦର ଜ୍ଞାନ ଅମର,

ମୋର ଵେଦର ଜ୍ୟୋତି ପ୍ରଖର,

ମାନବ ମନର ଅନ୍ଧକାର,

ବାଧା ଦିଏ କିବା ହେଇ ପଥର,

ମୋ ସ୍ଵର ନଭେ ଘଡର ଘଡର

ସାଗରର ଜଳେ ଝହର ଝହର

ଏକାନିରୁ ସେକାନି ଯାଏଁ

କରିପାରଇ ଜଗତୀ ସୌରଭ ଭୟ ।।

©ଅଟଲ ବିହାରୀ ବାଜପେୟୀଙ୍କ
ମେଁ ଅଖିଲ୍ ଵିଶ୍ଵ କା ଗୁରୁ ମହାନର  ଓଡ଼ିଆ ଭାବାନୁବାଦ

No comments:

Post a Comment