Monday, July 29, 2019

ଶ୍ଲୋକାର୍ଥ—୧୯

ନ ଵିଶ୍ଵସେଦଵିଶ୍ଵସ୍ତେ ଵିଶ୍ଵସ୍ତେ ନାତିଵିସ୍ଵସେତ୍ ।
ଵିଶ୍ଵାସାଦ୍ ଭୟମୁତ୍ପନ୍ନମପି ମୂଲାନି କୃନ୍ତତି ॥

ଯିଏ ଵିଶ୍ଵାସପାତ୍ର ନୁହେଁ, ତାକୁ କେଵେଵି ଵିଶ୍ଵାସ କରିଵା ଉଚିତ ନୁହେଁ ଏଵଂ ଯିଏ ଵିଶ୍ଵାସପାତ୍ର ତାକୁ ମଧ୍ୟ ଅଧିକ ଵିଶ୍ଵାସ  କରନା କାରଣ ଵିଶ୍ଵାସରୁ ଉତ୍ପନ୍ନ ହୋଇଥିଵା ଭୟ ମନୁଷ୍ଯର  ମୂଳୋଚ୍ଛେଦ କରି ଦେଇଥାଏ ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...