Monday, July 29, 2019

ଶ୍ଲୋକାର୍ଥ—୧୮

ଅନାଗତଵିଧାତା ଚ
ପ୍ରତ୍ଯୁତ୍ପନ୍ନମତିସ୍ତଥା ।
ଦ୍ଵାଵେତୋ ସୁଖମେଧତେ
ଯଦଭଵିଷ୍ଯୋ ଵିନଶ୍ଯତି ॥

ଭଵିଷ୍ଯ ନିର୍ମାତା ଓ ପ୍ରତ୍ଯୁପ୍ନମତି ଵ୍ଯକ୍ତି ସଦା ସମୃଦ୍ଧ ହୁଅନ୍ତି କିନ୍ତୁ
“ଯେମିତି ହେଵାର ଥିଵ ହେଵ
ଯେତେଵେଳେ ହଵ
ସେତେଵେଳେ ଦେଖାଯିଵ”
ଏଭଳି ଚିନ୍ତାକରୁଥିଵା
ଲୋକର ତା ସମାଜର ଵିନାଶ  ସୁନିଶ୍ଚିତ ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...