Sunday, June 17, 2018

ଶୁଭୁଚି ବଂଶୀ ତାନରେ (ଓଡ଼ିଶୀ)

ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ..

ନିକୁଞ୍ଜ ନିପବନରେ
ନିକୁଞ୍ଜ ନିପବନରେ

ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ...

ଶୁଣ ଗୋ ଶ୍ରୀମତି ରାଈ
ପରେ ତୋ ମନ ପୁରଇ
ଦେଉଛି ତନୁ ଥରାଇ
ଵିବେକ ଦମ୍ଭ ହରାଇ

ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ

ଥାଉ ପଛେ ଲାଗି ସଜ
ଦର୍ଶନ ଶୁଭ ଅରଜ
ବୋଲେ ବେଣୁଧର ରାଜା
ମୋହନ ସେବାରେ ପ୍ରଜା

ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ
ଶୁଭୁଚି ବଂଶୀ ତାନରେ ......

@ରାଜଶ୍ରୀ ବେଣୁଧର କର୍ତ୍ତୁକ

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...