Friday, June 8, 2018

ଓଡ଼ିଆ ଭାଷାର ଲିପି ଓ ତହିଁର ଵର୍ଗୀକରଣ

●ସ୍ଵରଵର୍ଣ୍ଣ=
ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ,ୡ
●ମୂଳ ସ୍ଵରଵର୍ଣ୍ଣ=
ଅ,ଇ,ଉ,ଓ,ଏ(ହ୍ରସ୍ଵଧ୍ବନୀ)(ତୁ-A,E,I,O,U)
●ଵ୍ୟଞ୍ଜନ ଵର୍ଣ୍ଣ ର ସ୍ଵରଵର୍ଣ୍ଣ ରୂପାନ୍ତରଣ=
1.ଋ,ଋ→ର
2.ଌ,ୡ→ଲ
●ହ୍ରସ୍ଵଧ୍ବନୀ ଯୁକ୍ତ ସ୍ଵରଵର୍ଣ୍ଣ=
ଅ,ଇ,ଉ,ଋ,ଏ,ଓ
●ଦୀର୍ଘ ସ୍ଵରଧ୍ଵନୀଯୁକ୍ତ ସ୍ଵରଵର୍ଣ୍ଣ=
ଆ,ଈ,ଊ,ୠ,ଐ,ଔ,ୡ

.......

●ଵ୍ୟଞ୍ଜନ ଵର୍ଣ୍ଣ
ଦୁଇଭାଗରେ ଵିଭକ୍ତ ଵର୍ଗୀୟ ଓ ଅଵର୍ଗୀୟ ଵର୍ଣ୍ଣ
           ◆ଵର୍ଗୀୟ ଵର୍ଣ୍ଣ◆
                      ଵା
              ◆ସ୍ପର୍ଶ ଵର୍ଣ୍ଣ◆
●କ-ଵର୍ଗ →କ,ଖ,ଗ,ଘ,ଙ(କଣ୍ଠ୍ୟ)
●ଚ ଵର୍ଗ→ଚ,ଛ,ଜ,ଝ,ଞ,(ତାଲଵ୍ୟ)
●ଟ ଵର୍ଗ→ଟ,ଠ,ଡ,ଢ,ଣ,(ମୂର୍ଦ୍ଧନ୍ୟ)
●ତ ଵର୍ଗ→ତ,ଥ,ଦ,ଧ,ନ(ଦନ୍ତ୍ୟ)
●ପ ଵର୍ଗ→ପ,ଫ,ବ,ଭ,ମ(ଓଷ୍ଠ୍ୟ)

→ଅଳ୍ପପ୍ରାଣ ଅଘୋଷ>କ,ଚ,ଟ,ତ,ପ
→ମହାପ୍ରାଣ ଅଘୋଷ>ଖ,ଛ,ଠ,ଥ,ଫ
→ଅଳ୍ପପ୍ରାଣ  ଘୋଷ>ଗ,ଜ,ଡ,ଦ,ବ
→ମହାପ୍ରାଣ ଘୋଷ>ଘ,ଝ,ଢ,ଧ,ଭ
→ନାସିକ୍ୟ>ଙ,ଞ,ଣ,ନ,ମ

          ◆ଅଵର୍ଗୀୟ ଵର୍ଣ୍ଣ◆
                     ଵା
         ◆ସ୍ପର୍ଶରହିତ ଵର୍ଣ୍ଣ◆
••••••→ଯ,ୟ,ର,ଵ,ଳ,ଲ,ଶ,ଷ,ସ,ହ←••••••

●ଅନ୍ତସ୍ଥ→ୟ,ର,ଲ,ଵ
●ଉଷ୍ମ/ସଂଘର୍ଷୀ→ଶ,ଷ,ସ,ହ
●ମୂର୍ଦ୍ଧନ୍ୟ→ୟ,ଶ(କେହି କେହି ୟ କୁ ଇ+ଅ ଏକ ଯୁକ୍ତଵର୍ଣ୍ଣ ବୋଲି ଯୁକ୍ତି ବାଢନ୍ତି)
●ଦନ୍ତ୍ୟ/ଵତ୍ସ୍ର୍ୟ→ର,ଷ,ଲ,ସ
●କଣ୍ଠୋଷ୍ଠ୍ୟ/କାକଳ୍ୟ→ଲ,ସ,ଵ,ହ

               ◆ଯୁକ୍ତଵର୍ଣ୍ଣ◆
କ୍ଷ(କ+ଷ),ୱ(ଏହା ଵୈଦେଶିକ  ତେବେ କିଛି ଵୈୟାକରଣୀକ ଏହାକୁ ଓ+ଵ=ଓ୍ଵ ବୋଲି ମତ ଦିଅନ୍ତି)

ଏସବୁ ଛଡା଼ ଓଡ଼ିଆ ଭାଷାରେ ଆହୁରି ଅନେକ ଵୈଦିକ ଲିପି ଏବଂ ଅଙ୍କତ୍ରୈୟ ପରି ପ୍ରାଚୀନ ଲିପି ମଧ୍ଯ ରହିଛି ରହିଥିଲା । ସେସବୁ ଲିପିଗୁଡି଼କ ଵର୍ତ୍ତମାନ ଉପଲବ୍ଧ ନଥିବାରୁ ଏଠାରେ ତାହା ଉଲ୍ଲେଖ କରିବା ମୁଁ ଅକ୍ଷମ ହେଉଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...