My Blog List

Saturday, June 23, 2018

ଏସିଆ ର ଦେଶ

ASIA ରେ ବର୍ତ୍ତମାନ ଆଧିକାରିକ ମୋଟ 44ଟି ଦେଶ ରହିଛି । ନିମ୍ନରେ ସେଗୁଡ଼ିକ ନାମ ପ୍ରଦାନ କରାଗଲା ।

ଆଫଗାନିସ୍ତାନ
ଇଣ୍ଡୋନେସିଆ
ଇରାନ୍
ଇରାକ୍ ଇଜ୍ରାଏଲ୍
ଉଜବେକିସ୍ଥାନ
ଉତ୍ତର କୋରିଆ
ଓମାନ
କଜାକସ୍ଥାନ
କାମ୍ଵୋଡିଆ
କିରଗିଜ୍ ସ୍ଥାନ
କୁଏତ୍
କ୍ଵା଼ତ଼ର
ଚୀନ
ଜାପାନ
ଜୋର୍ଡାନ୍
ତାଜିକିସ୍ତାନ
ତୁର୍କମେନିସ୍ତାନ
ତୁର୍କୀ
ଥାଇଲାଣ୍ଡ
ଦକ୍ଷିଣ କୋରିଆ
ନେପାଳ
ପାକିସ୍ତାନ
ପୂର୍ବ ଟିମୋର୍
ଫିଲପାଇନ୍ସ
ବାଙ୍ଗ୍ଲାଦେଶ
ବାହାରିନ୍
ବୃନେଇ
ଭାରତ
ଭୀଏତନାମ
ଭୁଟାନ
ମଙ୍ଗୋଲିଆ
ମାଲେସିଆ
ମାଲଡିଵ୍ସ
ମିୟାଁମାର
ରୁଷିଆ
ଲାଓସ୍
ଲେବାନନ୍
ସାଉଦି ଆରବ
ସିଙ୍ଗାପୁର
ସିରିଆ
ଶ୍ରୀଲଙ୍କା
ୟୁଏଇ(United Arab Emirates)
ୟେମନ୍

No comments:

Post a Comment