Wednesday, June 6, 2018

●ରିପ୍ଲାଇ●

ଵିଵାହିତ ମହିଳା ମାନଙ୍କର ଏକ ଗୋଷ୍ଠୀ ପରସ୍ପରରେ କଥାଵାର୍ତ୍ତା ରେ ନିମଜ୍ଜିତ ଥାଅନ୍ତି ।
ଜଣେ ମହିଳା କହିଲେ-ତୁମ ମଧ୍ୟରେ କେତେ ଜଣ ନିଜ ସ୍ଵାମୀଙ୍କୁ କେବେ ଓ କେତେଥର “I love you” କହିଛନ୍ତି ।

ଅଧିକାଂଶ ସ୍ତ୍ରୀ ଲୋକ ବଢେଇଚଢେଇ ମିଛ ହିଁ କହିଲେ ।
ତହୁଁ ଗୃପ୍ ର ସାକ୍ଷାତ ବାରବାଟୀ ଗୋସାଣୀ ମହିଳା ଜଣେ କହିଲେ-
ଶୁଣନ୍ତୁ -ସମସ୍ତେ ଗୋଟାଏ କାମ କରନ୍ତୁ -
ନିଜ ନିଜ ପତି ମାନଙ୍କୁ “I love you” ଲେଖି SMS କରନ୍ତୁ,ଯାହାର ଭଲ Reply ଆସିବ ସିଏ ଗୋଟାଏ ଅରଖନୂଆ Prize ପାଇବ ।

ମାଗଣାରେ କିଛି ମିଳୁଛି ବୋଇଲେ ମହିଳାଏ ଆଉ କିୟଣ ପଛେଇଯାନ୍ତେ କିୟେ ?
ସମସ୍ତେ Message ପଠେଇବା ଆରମ୍ଭ କରିଦେଲେ.....
.
.
.
କିଛି ସମୟ ଉତ୍ତାରୁ ପତିମାନଙ୍କର ଗୋଟି ଗୋଟି କରି Reply ଆସିବାକୁ ଲାଗିଲା

1) Darling, ତୁମ ଦେହ ଭଲ ଅଛି ତ ? ଆଜି ଏତେ ରୋମାଣ୍ଟିକ ମୁଡ୍ ରେ ?
😹😹😹😹
2) ଘର ଖର୍ଚ୍ଚକୁ ଟଙ୍କା କମ୍ ପଡି଼ ଗଲା କି ?
😝😝😝😝
3) କ’ଣ ବାପଘରକୁ ଚାଲିଯାଇଛ କି ଆଉ ?
😛😜😝
4)ଆଜି ଘରେ ରୋଷେଇ ହେଇନି କି ?
😀😁😂
5) ମାନେ ?.....
😀😀😀😀
6) ତମେ ନିଦରେ ଅଛ ନା ମୁଁ ସପନ ଦେଖୁଛି କିହୋ ?
😁😁😁😁
7)କଥା କ’ଣ  ଏତେ ପେରମ ଆଜି !  Kity party ରେ କାହାର Jewellery କି ଶାଢ଼ୀ ପସନ୍ଦ ଆସିଗଲା ନା କ’ଣ କିହୋ  ?
😂😂😂
8) ଅଫିସରେ ଏତେ Tension ଯେ ଝାଳ ପୋଛିବାକୁ ସମୟ ନାହିଁ  ଆଉ ତୁମେ Romance କରିବା ମୁଡ୍ ରେ ଅଛ ! ନାଇଁ ?
😝😀😀
9) କେତେ ଥର କହିଛି ସେ ଜୀ ସାର୍ଥକ ଟିଭିର ସିରିୟଲ ଦେଖ୍ ନି ଵାୟାଣୀ ?
😛😛😛
10)ଆଜି ପୁଣି କା ଗାଡ଼ି କୁ କୁଟି ଦେଇଛ କି ? ଜଣାନାହିଁ ଏଥର କେତେ ଜୋରିମନା ଭରିବାକୁ ହେବ !
😝😬
Finally ଯାହାକୁ  Surprise brand new Gift ମିଳିଲା ତାକୁ ଭୟଙ୍କର reply ଆସିଥିଲା ....
.
. . .
11) କିଏ ??? 😂😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...