Tuesday, August 22, 2017

ନୂଆ ଧାରା

ସେ ଦିନ ଜଣେ କାହାଣୀକାର ଙ୍କ ସହ ଭେଟ ହୋଇଗଲା ।
ନମସ୍କାର ଏବଂ ଜୟ ଜଗନ୍ନାଥ ଆଦାନପ୍ରଦାନ ପରେ କହିଲେ,
ଭାଇ ସମ୍ପୂର୍ଣ୍ଣ ନବ ନୂତନ ଶୈଳୀର କାହାଣୀ ଲେଖିଛି !!! ସେଥିରେ ଭରି ରହିଛି
ନବ ବିଚାର ନୂଆ ଧାରା !!!!
ମୁଁ ପଚାରିଲି ଆଜ୍ଞା
ଶୀର୍ଷକ କଣ୍ ରଖିଛନ୍ତି
ତାଙ୍କ ଉତ୍ତର ଥିଲା

""ଜହ୍ନ ତାରା ଅଜଗର ସର୍ପ ବିଛା ହ୍ରଦ""

(ମୂଳ ଲେଖକ-ହରିଶଙ୍କର ପରସାଈ)

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...