ମହାତ୍ମା ଜିନ୍ନାଙ୍କର ଶେଷ ସମୟ ବଡ଼ ଦୁଃଖଦ ଥିଲା.  
ତାଙ୍କ ନିଜଲୋକ (ଯେଉଁ ମାନଙ୍କୁ ସେ ନିଜର ଭାବୁଥିଲେ) ତାଙ୍କ ଠାରୁ ଦୂରେଇ ଯାଇଥିଲେ
ଧର୍ମ ନାମରେ ସେ ଯେଉଁ 40 କୋଟି ଭାରତୀୟଙ୍କ ସହ ଖେଳିଥିଲେ ତା'ର ଦଣ୍ଡ ତାଙ୍କୁ ନିୟତି ତାଙ୍କ  ମୃତ୍ୟୁ ପୂର୍ବରୁ ହିଁ ଦେଇଦେଇଥିଲା....
1948ରେ ଅସୁସ୍ଥ ହୋଇ 
ଜିନ୍ନା ପାକିସ୍ତାନରେ ତାଙ୍କ ପାହାଡିଆ କୋଠିରେ ପଡିରହିଥିଲେ 
ଏଣେ ପାକିସ୍ତାନର ସମସ୍ତ ପ୍ରଶାସନିକ କ୍ଷମତା ଲାଭ ଆଶାରେ ଲିୟାକତ୍ ଅଲ୍ଲୀ 
ଜିନ୍ନା ଙ୍କ ବିରୋଧରେ ଅନେକ ଷଡଯନ୍ତ୍ର କରୁଥାନ୍ତି..
ଜିନ୍ନା ଏକଥା କୁ ନେଇ ଚିନ୍ତିତ ଥିଲେ 
ସେ 
21 ସେପ୍ଟେମ୍ବର 1948ରେ କରାଚିରେ 
ଯିବାକୁ ବାହାରିଲେ 
ପ୍ରଶାସନ କୁ ପୂର୍ବରୁ ଜଣେଇଦିଆଗଲା 
ହେଲେ କରାଚି 
ବିମାବନ୍ଦରରେ ଜିନ୍ନା ଙ୍କୁ ସ୍ବାଗତ କରିବାକୁ ଜଣେ ହେଲେ ମନ୍ତ୍ରୀ କି ଲୋକ ଯାଇନଥିଲେ ।
ଅସୁସ୍ଥ
ଜିନ୍ନା ଙ୍କୁ ଷ୍ଟ୍ରେଚର୍ ସମେତ ପାକସେନାର 
ଗାଡ଼ି ରେ ରଖାଇ ରାଜଭବନ ଅଭିମୁଖେ  ଯାତ୍ରା ଆରମ୍ଭ ହେଲା 
ହେଲେ ରାସ୍ତାରେ ହିଁ ଗାଡ଼ି ଖରାପ ହୋଇଗଲା ।
 ପାକିସ୍ତାନର ଜନ୍ମଦାତା ରାସ୍ତାରେ 
ଅସୁସ୍ଥ ପଡିଥିଲେ
ଲୋକ ସେପଟେ ଯା ଆସ କରୁଥିଲେ 
କିଏ ବା କାହିଁକି ଜାଣିବ ସେଇଠି
ପାକ ଜନ୍ମଦାତା ଜନ୍ତ୍ରଣା ଜର୍ଜରିତ ହୋଇ ଛଟପଟ ହେଉଛନ୍ତି ? 
ଶେଷରେ ଡ୍ରାଇଭର ନିଜେ ଯାଇ 
ଆଉ ଗାଡ଼ି ଅଣାଇ ଜିନ୍ନା ଙ୍କୁ ରାଜଭବନକୁ ନେଇଥିଲେ....
ଜିନ୍ନା ଙ୍କୁ କ୍ୟାନ୍ସର ହୋଇଥିଲା...
ସେଦିନ ଦୀର୍ଘକାଳ ଯାଏଁ ଉପଯୁକ୍ତ ଚିକିତ୍ସା ଅଭାବରେ ରହିଥିବା ଯୋଗୁଁ 
ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା ।
ସେଇରାତିରେ ତାଙ୍କର ମୃତ୍ୟୁ ହେଲା...
ଜିନ୍ନା ଙ୍କ ପାଖରେ ଜଣେ ଦିଜଣ ସଂପର୍କୀୟ ଛଡ଼ା କେହି ନଥିଲେ...
ଏପଟେ ପାକଜନକ ମଲା ବେଳକୁ ସେପଟେ ଲିଆକତ୍ ଅଲ୍ଲି ଆଉ ତାଙ୍କ ଚାମଚା ମାନେ ଇସ୍ଲାମାବାଦ୍ ରେ ବିଅର ପାର୍ଟିରେ ପିଇକି ନାଚୁଥିଲେ....
ନିଜ ସ୍ବାର୍ଥ ପାଇଁ ଦେଶ ବିଭାଜନ ପାଇଁ ଇଛା କରୁଥିବା କିଛି ଲୋକଙ୍କର 
ହାତକଣ୍ଢେଇ ସାଜି 
ଜିନ୍ନା ଯେଉଁ ନାଚୁଥିଲେ 
ତାହାର ଅନୁତାପ ସେ ତାଙ୍କ ମୃତ୍ୟୁ ପୂର୍ବରୁ କରିଥିଲେ କି ନାହିଁ ତାହା ସ୍ପଷ୍ଟ ନୁହେଁ ତେବେ କେତେକ ତଥ୍ୟ ଏ ବିଷୟରେ ଆଂଶିକ ଆଲୋକପାତ କରିଥାଏ ।
(କାହା କଥାରେ ଭାସିଯାଇ ନିଜ ରାଜ୍ୟ ବା ଦେଶର ବିଭାଜନ କରିବାକୁ ଚାହୁଁଛନ୍ତି କି ? 
 ଜିନ୍ନାଙ୍କ ଜୀବନୀ ପଢିଲେ ଜାଣିବେ ଏହା କେତେ ଠିକ୍ କେତେ ଭୂଲ !)
No comments:
Post a Comment