Tuesday, September 12, 2017

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ରକ୍ଷା ଆପଣଙ୍କ ହାତରେ

ଆମ ପାଖରେ କଣ୍ ଶବ୍ଦ ନାହିଁ ଯେ ବୈଦେଶିକ ଭାଷାରୁ ଆଣି ଏଭଳି ଅପ୍ରଚଳିତ ବା କମ୍ ପ୍ରଚଳିତ ଶବ୍ଦମାନ ବ୍ୟବହାର କରି ନିଜ ଭାଷାର ଶାସ୍ତ୍ରୀୟତା ସ୍ଥିତିକୁ କ୍ଷୁର୍ଣ୍ଣ କରିବା ?
ଶବ୍ଦକୁ ନେଇ ଯେଉଁ ଭାଷା ଗରିବ ସେ ଏଭଳି
ଭାବ ସମ୍ଭନ୍ଧୀୟ ଶବ୍ଦ ଗ୍ରହଣ କରିଥାଏ ।
ସଂସ୍କୃତ ଶବ୍ଦ ସହ ଆଞ୍ଚଳିକ ଶବ୍ଦମାନ ଗ୍ରହଣକଲେ ଭାଷା ଆହୁରି ଶାସ୍ତ୍ରୀୟ ହେବ
ହିନ୍ଦୀ ଭଳି ପାର୍ସୀ ଉର୍ଦ୍ଦୁ ଶବ୍ଦ ବ୍ୟବହାର ବହୁପ୍ରଚଳିତ କରାଇଲେ ଓଡ଼ିଆଭାଷା
ହିନ୍ଦୀ ର ଉପଭାଷା ବୋଲାଇବ.....

ନିଜକୁ ହିନ୍ଦୁ ବୋଲେଇ ଆରବୀ,ଫାର୍ସୀଙ୍କ ଶବ୍ଦ କହୁଥିବା ଆମ ଉତ୍ତର ଭାରତୀୟ ଭାଇମାନଙ୍କ ଦ୍ବାରା ବ୍ଯବହୃତ ବହୁପ୍ରଚଳିତ କିଛି ବୈଦେଶିକ ଶବ୍ଦର ଉଦାହରଣ ଦିଆଗଲା........

●●●●●●●●●●●●●●●
कसम् :-Arabic-ଶପଥ,ରାଣ
कसुर्:- -Arabic-(कसर्)-ଦୋଷ,ତୃଟି
             ଅପରାଧ
कसवा:-Arabic-ବଡଗାଆଁ,ପଞ୍ଚାୟତ
कसरत्:-Arabic-ବ୍ୟାୟାମ, ମଲ୍ଲକ୍ରୀଡା
कसाई-Arabic-(कस्साव्) କଂସାଇ,ଘାତକ
कुस्ती-Parsi-(कुश्ती) ମଲ୍ଲକ୍ରୀଡା,ମଲ୍ଲଯୁଦ୍ଧ
कायदा-Arabic-ନିୟମ ,ବିଧି,
कायल-Arabic-କାଇଲ(ଦୋଷ, ତୃଟି)
कायम्-Arabic-ସ୍ଥାୟୀ,ଅପରିବର୍ତ୍ତିତ,
                      -ନିଶ୍ଚିତ, ନିର୍ଦ୍ଧାରିତ
कागज्-parsi-ଲିପିପତ୍ର
कतार-Aarbi-ପଂକ୍ତି, ଶ୍ରେଣୀ,ଧାଡି,ଧାରଣା
कानून-Parsi-ବିଶେଷ ବିଧି,ବ୍ୟବସ୍ଥା
काबु-Turkish- ଆୟତ୍ତ, ବଶ,ଅକ୍ତିଆର,
                       ଅଧିକାର
कारोबार-Parsi-ବାଣିଜ୍ୟ, ବ୍ୟବସାୟ
कारगुजारी-Parsi-କାର୍ଯ୍ୟନିର୍ବାହୀ
कारसाज़-Parsi-ଶଠତା,କୌଶଳ,ଚାତୁରୀ,
कारखाना-Parsi-କାର୍ଯ୍ୟଶାଳା,ଶିଳ୍ପଶାଳା,
                       -ଶ୍ରମଶାଳା
कहाँका-parsi- କେଉଁ ସ୍ଥାନର,2.ଅତି,ଅତ୍ୟନ୍ତ
किनारा-Parsi-ତୀର,କୂଳ,ତଟ,ପାର୍ଶ୍ଵ, ପାଖ,
                     -ପ୍ରାନ୍ତ,ସୀମା,ଫନ୍ଦ,
किफायती-Arabi-ଲାଭ,
किम्मत-arabi- ମୂଲ୍ୟ
कीमा-Arabi-ମାଂସଖଣ୍ଡ
कीमिया-Arabi-ଇନ୍ଦ୍ରଜାଲ୍,ଗାରୁଡି଼ ବିଦ୍ୟା
किला-Arabi-ଦୁର୍ଗ,ଗଡ଼
किसमत्-arbi-ଭାଗ୍ୟ,
कैदी-Arabic-ବନ୍ଦୀ
कैफियत-Arabic- ସମସାଜି,ବ୍ୟାଖ୍ୟା, ବୁଝାଣ,
कच्चा-Arabic- ଅପରିପକ୍ବ,କଞ୍ଚା(ମୂଳ-କଚ)
कचहरी-Arabic-ବିଚରାଳୟ
कंची(कम्ची)-parsi-ଚାବିକାଠି, ଚାବି
●●●●●●●●●●●●●●●●

ଏବେ ନିର୍ଣ୍ଣୟ ଆପଣ କରିବେ !!!!
ନିଜ ଭାଷାର ଶାସ୍ତ୍ରୀୟ ଭାଷା ମାନ୍ୟତା ବଳବତ୍ତର ରଖିବେ ନା ବୈଦେଶିକ ଶବ୍ଦ ବ୍ୟବହାର କରି ଉପଭାଷା କରିଦେବେ !!!!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...